କନ୍ଧର ସୃଷ୍ଟି ଉତ୍ପତ୍ତି ମିଥ : ପୃଥିବୀ ମହାଜଳମୟ ଥିଲା । କେବଳ ଜଣେ ନିରାକାର ନିରଞ୍ଜନ ଥିଲେ । ସେ ଚାରି ଦିଗ ବୁଲିଲେ । ଗୋଟିଏ ସ୍ଥାନରେ ଏକ ଢିପ ଥିଲ। ସେ ଢିପରେ ସେ ମେଦାମୁଦି ଦୈତ୍ୟକୁ ଦେଖିଲେ । ନିରାକାର ସେହି ଦୈତ୍ୟ କୁ ମାରିବାକୁ ଚାହିଁଲେ ।
ତେଣୁ ସେ ତାଙ୍କ ଠାକୁରଣୀକୁ ଡାକିଲେ । ଠାକୁରାଣୀ ନିରାକାରଙ୍କ କଥା ଶୁଣି କହିଲେ, “ମୁଁ ମେଦାମୁଦି ଦୈତ୍ୟକୁ ମାରିଦେଲେ ମୋତେ ଷୋହଳ ଶିଙ୍ଗିଆ ବୁକା ଖାଇବାକୁ ଦେବାକୁ ପଡ଼ିବ ।” ନିରାକାର ଏହା ସ୍ୱୀକାର କରିବାରୁ ଠାକୁରାଣୀ ଦୈତ୍ୟ ସଙ୍ଗେ ଯୂଦ୍ଧ କଲେ । ଯୁଦ୍ଧରେ ଦୈତ୍ୟ ଠାକୁରାଣୀଙ୍କୁ ଗିଲିଦେଲ। ଠାକୁରାଣୀ ଦୈତ୍ୟର ମଳଦ୍ଵାର ଦେଇ ପଦାକୁ ବାହାରି ଆସିଲେ । ଅନେକଥର ଏପରି ହେବାରୁ ଠାକୁରାଣୀଙ୍କୁ କୌଶଲ ବତାଇଲେ । ସେହି କୌଶଳ ଅନୁସାରେ ଠାକୁରାଣୀ ଦୈତ୍ୟର ମଳଦ୍ବାରକୁ ଏକ ଖୁଣ୍ଟ ସାହାଯ୍ୟରେ ବନ୍ଦ କରିଦେଲେ । ସେଠୁ ଦୈତ୍ୟ ଠାକୁରାଣୀଙ୍କୁ ଯେତେବେଳେ ଗିଳିଲା, ତା ମଳଦ୍ଵାରା ବନ୍ଦଥିବାରୁ ଠାକୁରାଣୀ ତା ପେଟ ଭିତରେ ରହିଗଲେ ଓ ଦୈତ୍ୟର ପେଟ ଫଟେଇ ବାହାରି ଆସିଲେ । ଦେବୀ ପେଟ ଫଟେଇ ବାହାରିଲା ବେଲେ ପୃଥିବୀ ଅନ୍ଧାର ଦିଶିବାରୁ ବହୁତ ଦେବାଦେବୀ ନିରାକାରକୁ ଡାକିଲେ । ନିରାକାରଙ୍କ ଅନୁରୋଧ ରେ ଠାକୁରାଣୀ ପୃଥିବୀକୁ ‘ଉକିଆ’ (ଆଲୋକମୟ) କଲେ । ସେଠୁ ଜଳମୟ ପୃଥିବୀରେ ମୃତ ଦୈତ୍ୟର ଶବକୁ ଚାରିଭାଗ କରି ଚାରିଟି ସ୍ଥାନରେ ପୋତିଦେଲେ ।
ପୃଥିବୀ ନିର୍ମାଣ ହେଲା । ଦୈତ୍ୟର ହାତଗୋଡ଼ ସବୁ ପର୍ବତ ହେଲା ରୁମ ସବୁ ଲଟାବୁଟା ହେଲା । ପାହାଡ଼, ପର୍ବତ, ଗଛ, ନଈ, ନାଳ ସବୁ ସେଇ ଦୈତ୍ୟର ଅବୟବରୁ ସୃଷ୍ଟି ହେଲ। ପୃଥିବୀରେ ପ୍ରକୃତି ପଶୁପକ୍ଷୀ ଓ ମଣିଷ ଜନ୍ମନେଲେ । କେତେ ଯୁଗ ବିତିଗଲା । ସୃଷ୍ଟିରେ କେବଳ କନ୍ଧ ଓ କନ୍ଧୁଣୀ ଦୁଇଜଣ ଥଲେ । ସେମାନେ ଖାଦ୍ୟ ସଂଗ୍ରହ ରୂପେ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ । କନ୍ଧ ବଣୁଆ ଧନୁଶର ଧରି ଜଙ୍ଗଲରୁ ଶିକାର ଖୋଜିଗଲା । ଶିକାର ମିଳିଲା ନାହିଁ । ଶେଷରେ ସେ କରାଡ଼ଙ୍ଗର ପାଖରେ ପହଞ୍ଚିଲା । ସେଠି ଏକ ହରିଣକୁ ଦେଖି ତାକୁ ଶର ମାରିବାକୁ ଉଦ୍ୟତ ହେଲା ବେଳେ ହରିଣଟି କନ୍ଧକୁ ଜୁହାର କରି ମିତ ବସିଲା ଓ କହିଲା “ତମର ଖାଦ୍ୟାଭାବ ଦୂର କରିବା ପାଇଁ ତୁମେ ତୁମର ଗୃହପାଲିତ ପଶୁ ମାରି ଖାଅ । କାରଣ ଏ ଜଗତ ପ୍ରଳୟ ଜଳରେ ବୁଡ଼ିଯିବ । ତେଣୁ ତୁମେ ଆଜିଠାରୁ ୧୧ ଦିନ ହେଲେ ତୁମର କନ୍ଧ ସମାଜକୁ ଭୋଜି ଟିଏ ଦେବ । ଏ ବିଷୟ (ତୁମର ସ୍ତ୍ରୀ) ଆମ ମିତଣୀକୁ କହିବ ନାହଁ ।”
ହରିଣର କଥା ଅନୁସାରେ କନ୍ଧ ଜଙ୍ଗଲରୁ ଫେରି ନିଜ ଘରର ପଶୁପକ୍ଷୀଙ୍କୁ ମାରି ଖାଇଲା ଆଉ ଜଙ୍ଗଲକୁ ଶିକାର କରିଗଲ ନାହିଁ । ହରିଣ କହିବା ଅନୁସାରେ ଏକାଦଶ ଦିନ ଗ୍ରାମର ସମାଜକୁ ଭୋଜି ଦେଲା । ସେ ଗୁଣୁଗୁଣୁ ହେଉଥାଏ ଆଉ ବେଶୈଦକ ନୁହେଁ ବୋଲି । କନ୍ଧ ଶୀର ମନରେ କୌତୂହଲ ହେଲ, ପେଖିଥିଲ ପଶୁପକ୍ଷ କନ୍ଧ କାହଁକ ମାଈ ଖାଉଛି । ସେ କନ୍ଧ, ପରଲ । କନ୍ଧ ତା ସ୍ତ୍ରୀକୁ କହଲ, ତତେ ସବୁକଥା କହିଦେଲେ ଅସୁବିଧା ହେବ । ସେ କନ୍ଧ ଣୀର କରେ କନ୍ଧ ହରଣ କହିବା କଥା କହିଲ । ସେ ପ୍ରବଳ ବର୍ଷା ମେଘ ଘଡ଼ିଘଡ଼ ଚଡ଼ି ମାଲ । ପୃଥକ ଧରେ
ରେ କଲମୟ ହେବାକୁ ଲଗିଲ । କନ୍ଧ ଓ କନ୍ଧ ଣ ସେମାନଙ୍କ ପୁଅ ଓ ଝିଅ ଦୁଇଜଣଙ୍କୁ ବଞ୍ଚାଇବାର ଉପାୟ ଖୋଜିଲେ । ସେମାନେ ଦୂଇ ଲଭ ଆଣି ତାକୁ ଏକ ଦାର ଉଭୟ ଲଭରେ ଭଇ ଓ ଭଉଣୀଙ୍କୁ ସ୍ବତନ୍ତ୍ର ଭବେ ରଖି ସେମାନଙ୍କ ପାଇଁ ବାରବର୍ଷର ଖାଦ୍ୟବ ରଖି ଲଉରୁ ପ୍ରଳୟ ଜଳରେ ଭସାଇ ଦେଲେ । ଏହାପରେ ପ୍ରବଳ ବନ୍ୟାରେ କନ୍ଧ କନ୍ଧ ଶୀଙ୍କ ଘର ତଥା ମାନବ ସତ ଘସି ଜଣ୍ଡିସ୍ ହୋଇଗଲା । ଗୋଟିଏ ପୂର’ କଥା ଗଲ ।
। ସମସ୍କୃମେ ଦର୍ପ ବାରବର୍ଷ ପରେ କେବେ କେଜାଣି ଦୁଇ ଲଉଁ ବକ୍ତି ହୋଇ ବହୃତ ପରେ ତର୍ଭରୁ କନ୍ଧ ଓ କନ୍ଧ ଣ ଯୁବକ ଯୁବତୀ ବାହାରଲେ । ସେତେବେଳେ ସମଗ୍ର ପୃଥୁରେ ମଣିଷ ଜାତି ନଥିଲେ । ଏହି କନ୍ଧ ଘଇଭଉଣୀ ଦୂହେଁ ପରର ପାଖରେ ଅପରଚିତ ଥିଲେ । ଏଣୁ ମଣିଷର ଆଦମ ମୌଶକ ପ୍ରଶ୍ନର ବଶବର୍ତ୍ତୀ ହୋଇ ଦୃଦ୍ଧିକର ମିଲନ ହେଲ । ଏମାନଙ୍କଠାରୁ ସୃ ପୁଅଝିଅ ସବୁ ପୃଥରେ ବିଭନ୍ନ ବଶ, ଗୋଷ୍ଠୀ ଆଦରେ ବିଭକ୍ତ ହେଲେ । ଏହିପରି ମଣିଷର ଜନ୍ତୁ
ହେଲ । ଏହି ସମୟରେ ପୃଥର ବୃକ୍ଷର ଫଳ, ଆମ୍ଭ, ଧାନ ଇତ୍ୟାଦି ବଡ଼ ବଡ଼ ଥିଲ, ମା ପରେ ନକାର ବ୍ରହ୍ମା ନୂତନ ଫସଲ ସୃଷ୍ଟି କଲେ । ଶସ୍ୟ ସବୁ ଘୁ୪ ଘୁ୪ ହେଲା । ପ୍ରକୃତ ଉପରେ ନିର୍ଭର କରି ମଣିଷ ବଳ । ନାନା ରେଗ ଶୋକ ହେଲ, ଆପଦ ବିପଦ ଆସିଲ । ତେଣୁ ସେ ଧରମ ମାତାର ପୁଜା କଲେ । ଧରମ ଠାରଣ । ମଣିଷକୁ ଖାଇବାକୁ ଗୃହିଲ । ମଣିଷ ଦେଶକୁ ପଶ୍ଚଶଲ, କ’ଣ ଖାଇଲେ ସୃଷ୍ଟି । ରଖିବୁ, ଫସଲ ଭଲଦେବୁ, ବର୍ଷା କରିବୁ, ମରୁଡ଼ ହେବନାହଁ, ମାତା କମାନ (ବଦନ୍ତ
ରେଗ) ହେବ ନାହଁ । ଧରନ କହଲ, ତୁ ମୋତେ ଯଦି ପ୍ରକୃତରେ ପୁଜା କରିବାରୁ । ଗୃହଁ ତେବେ ମୁଁ ଭୋର ‘ପରୁହାଁ’ ପୁଅକୁ ଖାଇବ । କାନ ଏହି କଥାରେ ହଁ ଭଲ । ମଣିଷ ଧରମ ପାଖରେ କଜ ‘ପରୁହାଁ’ ପୁଅକୁ ପୂଜ୍ୟର ଉଜଲ ଓ ଦେଶର
ମଙ୍ଗଲ’ ପାଇଁ ବଇଦେଲ । ଜାନ ମଣିଷକୁ ନରବର ଦେବାକୁ ମନାଜଲ ଓ ନଜର । /୨ ବର୍ଷର ପୋରୁହାଁ qଅ କମ୍ ଝିଅକୁ ଦେବା ପାଖରେ ମେରିଆ ଦେବାର ପ୍ରଥା । ରହଲ । କଲ୍ମ ଜନ ଦେ୩ଙ୍କ ପାଖରେ ମେରିଆ ଦେଲପରେ କଳେ ବ୍ୟଶଗଜ ଭବେ । ଭୃଷ୍ଣ ରହିପାରିଲେ ନାହଁ । ଏଣୁ କନ୍ଧକାନ ଗୋଟିଏ ବ୍ରାହ୍ମଣରୁ ପଶ୍ଚଶର ଯେ ଧରମ
ଠାକୁରଣୀ ତାର ପରୁହାଁ ଶିଳ୍ପକୁ ଖାଇ ଦେଉଛି । କ‘ଣ କରଯିବ । ବ୍ରାହ୍ମଣ କନ୍ଧ ଜାନକୁ କହଲ, ପୋ’ ବଦଳରେ ପୋଡ଼ ବିଲ ଦେ । ବାରବର୍ଷରେ ଥରେ ଜମାଖୁରଥା ପୋଡ଼କୁ ବଈ ଦେବବୋଲି କହ । ପୂଅରୁ ବଈ ଦେ ନାହଁ । ମା କେବେ ପୃଥକୁ ଖାଏ କ ? ଜାନ ବ୍ରାହ୍ମଣଠାରୁ ଏହା ଶୁଣି ସବୋଲ ଦେସ୍ ପାଖରେ ଦୁଅ ବଦଲରେ
ପୋଢ଼ରୁ ବାରବର୍ଷରେ ଥରେ ବଲଦେଇ ଦେବାକୁ ସଭୃଷ୍ଟ କଲା । ତେଣୁ ୧୨ ବର୍ଷରେ ଥରେ ପୋଢ଼ପୁଜା ହୁଏ। * ।