ହାଁ………ମା……………..ଗୋ ……………ଜାଡାନ
ତର ସନାର କାନେ ଶୁନ
ତର ରପାରକାନେ ଶୁନ
ତର ଭୁଞ୍ଜା କାନେ ଶୁନ
ତର ଦେବା କାନେ ଶୁନ
ଆଖେକର ଯେ ଦେଖା ମା ………..
କାନେ କର ଶୁନ
ତର ଯାନୀ ଡାକଛେ ନେ …. ସନାର କାନେ ଶୁନ
ହୋ ହୋ ହୋ ହୋ ହୋ ହୋ ….ହୋ ମାଙ୍ଗନା
ଓ ଓ ଓ ଓ …………..ଗୋ ମା ପୋ ର ମାଙ୍ଗନା
ମାଟର ମା ……………ଗୋ ……………..କାଟର………..ମା ……………….
ହୋ…………….ପୋ ର ମାଙ୍ଗନା ତର ସନାର କାନେ ………. । ।
ମାନେ କୁଲେ ହଲ ଡକାଛେ ନେ ତକେ
ମାଞ୍ଜା କୁଲେ ହଲେ ଗୋ ମା ହାକଛେ ନେ ତକେ
ରୋଠେ ମାଟ ମା ବୋଠେ ମାଟ ଗୋ
କୁଆଁରୀ ମାଟ ମା ଉଠେ ମାଟ ଗୋ
ଯାନୀ ଜାଡେନ ମା ହାକଛେ ନେ ତକେ
ହୋ ………………….ମାଙ୍ଗନା
ମିଞ୍ଜିର ମିଞ୍ଜା ଆତେ ମିଞ୍ଜା ମିଡି
ଆନ୍ଦାର ବିଡି ଆତେ ଦୁଆର ବିଡି
ଅଜଲ ଜଲ ମାଟ ଅଥଲଥଲ ମାଟ
ହଦହଦ ମାଟ ଧରତୁନୀ ନେ ମାଟ
ଜନେ ଜନର ନାଇଁ ବେଲେ ବେଲର ନାଇଁ
କେନ ବୁଲଛେ କେତେ ଦେ ମାଁ
କାରାବୁଡି ନେ ନାଇଁ କୁଶରୁଡି ନେ …..
ହୋ…………..ମାଙ୍ଗନା
ତର ସନାର କାନେ ଶୁନ …… । ।