। । କନ୍ଧ ଜାତିର ସୃଷ୍ଟି ସିରିଜିନା । ।
ସେ ଦିନେ ପୁତା ସେ ଦିନେ ହୋ …….ରାଏତ ଗୁଦ ଗୁଦ ପୁତେ ଦିନ ଗୁଦ ଗୁଦ ଆତେ ରାଏତ ଶୁଇନ ଶୁଇନ ପୁତେ ଦିନ ଶୁଇନ ଶୁଇନ ଆତେ କେନ ଜଳମ ଛେ ଆତେ ଜଳମ ହଛେ କୁଆଁରୀ ମାଟେ ଆଦିକନ୍ଧ ଜଳମ ହ ଛେ …. ।
ସୁଜିଙ୍ଗ୍ୟା ମାରଦିଙ୍ଗ୍ୟା କାତାଲିଙ୍ଗ୍ୟା କନ୍ଧ ସିଙ୍ଗନିଆଁ ଯେ ବିନ୍ଧନିଆ ଭଅଁରିଆ ଯେ ଟୁରଚିଆ କୁଦୁରକିୟା ମଉସିୟା ଲୁଆ ଯେ ଟୁପା ଗାଁକା ଯେ ବେସ୍କା ଧୁମନିଆଁ ଯେ ବିଡକା ଅଠର ଯେ ପରଧାନୀ ଦଲେ ଯେ ଦଲପତ ଖମେ ଯେ ମାହାପାତର ଦେଶେ ଯେ ମାଝୀ ମୁଠାର ଯେ ମଲିକ ବିଞ୍ଜଗିରି ବିଞ୍ଜକନ୍ଧ ଚାର ଭାଇ ଛ କନ୍ଧ ବତିଶ ଯେ କନ୍ଧାନ ସତାନ ହ ଛେ ।
ଆ ଯେ ପୁତା ସାମା ମୁକୁନ୍ଦ କୂଟିଆ ରୂଫ୍ରିୟା ଖାଟି କୁଙ୍ଗଟି ଗୁଜେ ନାଙ୍ଗମଲ ଆତେ ପୁତା ଲୁଆ ଯେ ମିଲକି କୁଙ୍ଗିବାଡକା ଶିରୀର ଯେ ସୁମରା ବରେଯେ ଭମରା ଛନଛାଡୁଆ ବଛା ….
ବଡ ବଡ ରାଜ ବଡ କନ୍ଧ ରାଜକନ୍ଧ ଆତେ, ସାନ ସାନ ରାଜ ସାନକନ୍ଧ ଦୁଡିଙ୍ଗ ଯେ ମୁଡିଙ୍ଗ କୁକୁରଖ୍ୟା ସାଲଲଦିଆ ମାଦାଶିଙ୍ଗୀୟା କନ୍ଧ ବେନ୍ଦ ମାରତେ ଦେଖା ବେନ୍ଦ ଊସାର କେରେଛେତ ।
ସେ ଦିନେ ପୁତାରେ !
ଘାଟମାରି ଯେ ଘାଟତାରି ଆତେ ଉତରି ଆସଛେତ କୁଡାଲିଙ୍ଗ୍ୟା କନ୍ଧ କୁତକୁତକୀ ଧିରି ଖାଲ ଢିପକେ ପାଟତେ ଅନଛେ ମାରଦିଙ୍ଗ୍ୟା କନ୍ଧ ମାରଦାଲହକେ ଧିରି ଛେଦତେ ଆନଛେ ସୁଜିଙ୍ଗ୍ୟା କନ୍ଧ ସୁଜି ବାଗୁରଯେ ଗଲତେ ଆସଛେ ଉଡା ଉଡା ଦୁବ୍ରା ଗେଛେ ଗେଛେ ଖୁଟ ଖୁଟ ଡଙ୍ଗର ଡଙ୍ଗର ଖମନ ଖମନ ନାଳ ନାଳ ଡୁଲଗା ଡୁଲଗା ବୁଲି ବୁଲଛେତ । ।
କନ୍ଧମାନଙ୍କର ବଂଶାବଳୀ
୧୨ ବାରଭାଇ ବେସ୍କା
କ. କଲେ, କୁଦିଲା, ନାନୁଗାଁ, ଜିଲା (୪ ଭାଇ)
ଖ. କଉ, କାଙ୍ଗୁ, ଚୁଡ଼ି, ଡ଼ଉଁରା (୪ ଭାଇ)
ଗ. ଆତାମିଲା, ରଘୁମିଲା, (୨ ଭାଇ)
ଘ, ସିନ୍ଦିଘରିଆ, ମିନ୍ଦିଘରିଆ (୨ ଭାଇ)
୧୩ ତେରଶିକା (ସଗୋତ୍ର)
୧. ଶାଙ୍ଗୁ, ୨. ସାତ୍ ପତ୍ରିଆ, ୩. ମରାଶିକା, ୪.ସାଆଁସିକା, ୫.ନୈଶିଆ, ୬.କୁତୁକିଆ, ୭.ମଲିକ୍, ୮.ବଣିଆମଲିକ୍, ୮. ଡାକା, ୯. ବକେରକା, ୧୦. ଜାନିଟୁପା, ୧୧. ବିଡା, ୧୨. ବରେଣ୍ଡିଆ, ୧୩. ସିଲିଶିକା
୧୬ ପ୍ରଧାନୀ ଗୋତ୍ର
1.- Manja Luha (ମଞ୍ଜଲୁହା), 2.-Dalpat (ଦଲପତ), 3.-Bhanria (ଭଅଁରିଆ), 4.-Turchia (ଟୁରଚିଆ), 5.-Binjnia (ବିଞ୍ଜନିଆ), 6.-Nigidia(ନିଗିଡିଆ), 7.-Kurmulkia (କୁରମୁଲକିଆ), 8.-Mahadik (ମହାଡିକ) ,9.-Majhitupa (ମାଝିଟୁପା), 10.-Patar (ପାତର), 11.-Bacha(ବଚା), 12.-Timki(ଟିମକି), 13.-Badaka/Rupa/Suna/Ping/Kungi (ବଡାକା ରୂପା/ସୁନା/ଫିଙ୍ଗ /କୁଙ୍ଗୀ), 14.-Gataka(ଗଟକା), 15.-Duduka (ଡୁଡୁକା), 16.-Kutuka/Bateka/Pedeka (କୁଟୁକା/ବଟେକା/ପେଡେକା)
୧୮ ମାଝୀ ଗୋତ୍ର
1.-Dasha (ଡଶ), 2.-Kata Malia (କାଟାମାଳିଆ), 3.-Kuda(କୁଡା), 4.-Chandaria (ଚନ୍ଦରିଆ), 5.-Ganja(ଗଞ୍ଜା), 6.-Gubria (ଗୁବରିଆ), 7.-Ucharia (ଉଛରିଆ), 8.-Ghusria (ଘୁସରିଆ), 9.-Deshgharia (ଦେଶଘରିଆ), 10.-Shirpuria (ଶିରପୁରିଆ), 11.-Bagepuria (ବଗେପୁରିଆ), 12.-Mullingia (ମୂଲଲିଙ୍ଗିଆ), 13.-Bijanga (ବିଜାଙ୍ଗା, 14.-Paninga (ପାନିଙ୍ଗା), 15.-Gorenga (ଗୋରେଙ୍ଗା), 16.Chechenga (ଚେଚେଙ୍ଗା), 17.-Kamalingia (କମାଲିଙ୍ଗିଆ), 18.-Shialingia (ଶିଆଲିଙ୍ଗିଆ)
ପଞ୍ଚରସି ବନ୍ଧୁ
1.- Ganka( ଗହଁକା ) 2.-Dhamnia (ଧୁମନିଆ) 3.-Binjulkia(ବିଞ୍ଜୁଳକିଆ) 4.-Karukia(କୁରୁକିଆ) 5.-Palaka(ପାଳକା) 6.-Tupurungia(ଟୁପୁରୁଙ୍ଗିଆ) 7.-Nitudakia(ନିତୁଡକିଆ) 8.-Kadaningia (କଡାଲିଙ୍ଗିଆ) 9.-Sujbujkia(ସୁଜବୁଜକିଆ) 10.-Padameskia(ପଦାମେସ୍କିଆ) 11.-Cherkia(ଚେରକିଆ) 12.-Mardalingia(ମରଦାଲିଙ୍ଗିଆ) 13.Jaksia(ଜାକଶିଆ) 14.-Jaksek(ଜାକସେକ) 15.-Redeng(ରେଡେଙ୍ଗ) 16.-Sarpalka(ସରପାଲକା) 17.-Sarlika(ସରଳିକା) 18.-Sarka (ସରକା) 19.-Shermilkia(ଶେରମିଲିକିଆ) 20.-Kereka(କେରେକା) 21.-Shereka(ଶେରେକା) 22.-Kurkuria(କୁର୍କୁରିଆ) 23.-Jurjuria(ଜୁର୍ଜୁରିଆ) 24.-Badulaka (ବାଡୁଲକା) 25.-Guluraka(ଗୁଲୁରକା) 26.-Luburaka (ଲୁବୁରକା) 27.-Khamaraka(ଖମାରକା) 28.-Khamaghuria(ଖମାଘୁରିଆ) 29.-Lichpitia(ଲିଚପିଟିଆ) 30.-Lipitia(ଲିପିଟିଆ) 31.-Bitbitia(ବିଟବୀଟିଆ) 32.-Khalgandheka(ଖାଲଗାଣ୍ଢେକା) 33.-Dhipgandhenga(ଢିପଗାଣ୍ଢେକା) 34.-Udududkia(ଉଡୁଡୁଡକିଆ) 35.-Nunbharkia(ନୁନଭରକିଆ) 36.-Sanpatria(ସନପତରିଆ) 37.-Badpatria(ବଡପତରିଆ) 38.-Turkia(ଟୁରକିଆ) 39.-Dahaudkila(ଡହାଉଡକିଲା) 40.-Duka(ଡୁକା) 41.-Thuti Budka(ଥୁଟିବୁଡକା) 42.-Sudinga(ସୁଦିଙ୍ଗା) 43.-Birmulkia (ବୀରମୁଲକିଆ) 44.-Abanga(ଅବାଙ୍ଗା) 45.-Muchkia (କୁଚକିଆ)
ବି.ଦ୍ର.- କନ୍ଧ ଜାତିର ଗୋତ୍ର ଗୋତ୍ର ମଧ୍ୟରେ ବନ୍ଧୁ ସମ୍ପର୍କ ସ୍ଥାପନ କରିବାରେ ନିୟମ ହେଲା ବେସ୍କା ଓ ଶୀକା ହେଲେ ଭାୟା ଏମାନେ ୧୮ ମାଞ୍ଝି, ୧୬ ପ୍ରଧାନୀ ଓ ପଞ୍ଚରସି ବନ୍ଧୁ ମଧ୍ୟରେ ବିବାହ ସମ୍ପର୍କ ହୋଇ ପାରିବ , ୧୮ ମାଞ୍ଝି ଓ ୧୬ ପ୍ରଧାନୀ ହେଲେ ଭାୟା ଏମାନେ ୧୨ ବେସ୍କା , ୧୩ ଶୀକା ଓ ପଞ୍ଚରସି ବନ୍ଧୁ ମାନଙ୍କରେ ବନ୍ଧୁତା ରଖି ପାରିବେ । ପଞ୍ଚରସି ବନ୍ଧୁଙ୍କୁ ସମସ୍ତେ ବନ୍ଧୁତା ସ୍ଥାପନ କରି ପାରିବେ । ସଗୋତ୍ର ଓ ଭାୟା ମଧ୍ୟରେ ବନ୍ଧୁତା ସ୍ଥାପନ କରି ପାରିବେ ନହିଁ ।